ଆଶୁରେ ଅନ୍ଧାର ଆଶୁରେ ଯେତେ ରାତି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି
ଆଶୁରେ ଅନ୍ଧାର .....
ଏଇ ଦ୍ବୀପ ଶିଖା ,ବିଜୟ ର ଟିକା
ଆଜି ପରଣେ ପରଣେ ହୁଏ ଲେଖା
ଏଇ ଦ୍ବୀପ ଶିଖା ,ବିଜୟ ର ଟିକା
ଆଜି ପରଣେ ପରଣେ ହୁଏ ଲେଖା
ଆଜି ପରଣେ ପରଣେ ହୁଏ ଲେଖା
ମରିବାକୁ ଯିଏ କେବେ ଡରି ନାହି
ମରିବାକୁ ଯିଏ କେବେ ଡରି ନାହି
ସିଏ ମରି ନାହି ,କି ମରି ପାରେ ନାହି.......
ଆଲୋକିତ କରି ଏଇ ଗାଁ ମାଟି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି
ଆଶୁରେ ଅନ୍ଧାର ......
ସ୍ନେହ ମମତା ର ପୁର୍ନ୍ୟା ସେ ନଈ
ଆଜି ସବୁ ପାପ ଦେଇଚି ରେ ସେ ଧୋଇ
ସ୍ନେହ ମମତା ର ପୁର୍ନ୍ୟା ସେ ନଈ
ଆଜି ସବୁ ପାପ ଦେଇଚି ରେ ସେ ଧୋଇ
ବିଷ କୁ ପିଉଚ,ପି ହରି ପାରେ ଯିଏ
କୋଟିଏ ଭିତରେ ମଣିଷ ଗୋଟେ
ଏଇ ଗାଁ ମାଟିର
ଅନ୍ଧାର ଲୁଚେଇ ଜଳୁ ଥିବ ନିତି
ଏଇ ଅଲିଭା ଦ୍ବୀପ ଟି........
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି...
ଆଶୁରେ ଅନ୍ଧାର ଆଶୁରେ ଯେତେ ରାତି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି
ଜଳୁ ଥିବ ନିତି ଅଲିଭା ଦ୍ବୀପ ଟି....

No comments:
Post a Comment